ରହସ୍ୟ ଘେରରେ ସାମ୍ବାଦିକଙ୍କ ପୁଅଙ୍କ ହତ୍ୟା : ୫ରୁ ଅଧିକ ସାଙ୍ଗଙ୍କୁ ପଚରାଉଚରା, ଜଣେ ଅଟକ

ଭୋଜି କରିବାକୁ ଡାକିନେଇ ହତ୍ୟା କରିଥିବା କହିଲେ ନବୀନ ଦାସ ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଓରଫ ଗୁଡୁଙ୍କ ଶବ ପାତ୍ରପଡ଼ା ପୋଖରୀରୁ ମିଳିବା ଘଟଣାକୁ ଇତିମଧ୍ୟରେ ୩୬ଘଣ୍ଟା ପୂରିଗଲାଣି। ମାତ୍ର ତାଙ୍କୁ କିଏ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା, ଏଯାଏ ସେହି ରହସ୍ୟ ଉପରୁ ପରଦା ହଟିପାରିନାହିଁ। ପୁଲିସ ଗୁଡୁଙ୍କର କିଛି ବନ୍ଧୁଙ୍କ ସମେତ ୫ରୁ ଅଧିକ ଲୋକଙ୍କୁ … Continue reading ରହସ୍ୟ ଘେରରେ ସାମ୍ବାଦିକଙ୍କ ପୁଅଙ୍କ ହତ୍ୟା : ୫ରୁ ଅଧିକ ସାଙ୍ଗଙ୍କୁ ପଚରାଉଚରା, ଜଣେ ଅଟକ